Meaning : ଯେଉଁ ପଦାର୍ଥ ଯାହା ଖାଇଲେ ବା ଶରୀରରେ ପହଞ୍ଚିଲେ ବିଚ୍ୟୁତି ହୁଏ ଏବଂ ବେଳେ ବେଳେ ପ୍ରାଣୀ ମରିଯାଏ
Example :
ସମୁଦ୍ର ମନ୍ଥନରୁ ପ୍ରାପ୍ତ ବିଷକୁ ଭଗବାନ ଶଙ୍କର ପିଇଗଲେ
Translation in other languages :
Any substance that causes injury or illness or death of a living organism.
poison, poisonous substance, toxicantMeaning : ସମୁଦ୍ର ମନ୍ଥନ ବେଳେ ସମୁଦ୍ରରୁ ବାହାରିଥିବା ପ୍ରଚଣ୍ଡ ବିଷ
Example :
ବିଶ୍ୱ କଲ୍ୟାଣପାଇଁ ଭଗବାନ ଶଙ୍କର ହଳାହଳକୁ ପିଇ ଗଲେ
Synonyms : କାଳକୂଟ, କାଳକୂଟ ବିଷ, ହଳାହଳ, ହଳାହଳ ବିଷ
Translation in other languages :