Meaning : ଯେଉଁ ପ୍ରକାରର ରୋଗରେ ଶରୀରରେ ଜ୍ୱଳନ ଅନୁଭୂତ ହୁଏ ଏବଂ କେବେ କେବେ ଶରୀରରେ ଦାନାଭଳି ବାହାରି ଆସେ
Example :
ସେ ଉଷ୍ମାଘାତରେ ବ୍ୟାକୁଳ ହେଉଛି
Synonyms : ଉଷ୍ମାଘାତ
Translation in other languages :
Meaning : ମଣିଷକୁ ଛାଡି ଅନ୍ୟ ସ୍ତନ୍ୟପାୟୀମାନଙ୍କର ସେହି ଅବସ୍ଥା ବା ସମୟ ଯେତେବେଳେ ସେମାନଙ୍କର ମୈଥୁନ ଉତ୍ତେଜନା ଏବଂ କାର୍ଯ୍ୟକଳାପ ଚରମସ୍ଥାନରେ ପହଞ୍ଚିଥାଏ
Example :
ଗରମ ଗାଈ ପଛରେ କେତେକ ଷଣ୍ଢ ଦୌଡୁଛନ୍ତି
Translation in other languages :
Meaning : ଗରମ ସମୟ
Example :
ଖରାରେ ଶୋଷ ଅଧିକ ଲାଗେ
Synonyms : ଉଷ୍ମ କାଳ, ଖରା, ଗ୍ରୀଷ୍ମ, ଗ୍ରୀଷ୍ମଋତୁ, ଗ୍ରୀଷ୍ମକାଳ
Translation in other languages :
वह मौसम या समय जब कड़ी धूप होती है।
गर्मी में प्यास अधिक लगती है।Meaning : ତରଳ ବା ଗରମ ହୋଇଥିବା
Example :
ମାଆ ତରଳ ଘିଅର ଖାସ୍ତା ଢାଳି ଖିରଗଜା ତିଆରି କରୁଛି
Translation in other languages :
Meaning : ତାତି ଥିବା
Example :
ଗରମ ତାୱା ଉପରେ ହିଁ ରୋଟି ପକାଇବା ଦରକାର, ନହେଲେ ତାହା ଲାଗିଯିବ
Synonyms : ତତଲା
Meaning : ଗରମ ସୃଷ୍ଟି କରିବା ବା ବଢ଼ାଉଥିବା
Example :
ଏହି କୋଟ୍ ବହୁତ ଗରମ
Translation in other languages :
Having or producing a comfortable and agreeable degree of heat or imparting or maintaining heat.
A warm body.Meaning : ଯାହା ବହୁତ ଗରମ
Example :
ଥଣ୍ଡା ସମୟରେ ଗରମ ଚା’ ପିଇବାର ମଜା ଅଲଗା
Translation in other languages :
Hot enough to burn with or as if with a hissing sound.
A sizzling steak.