Meaning : ଗମ୍ଭୀର ହେବାର ଗୁଣ କିମ୍ବା ଭାବ
Example :
ସେ ସେହି ଘଟଣାର ଗଭୀରକୁ ଗଲା ସେ ଏହି କଥାର ଗଭୀରତା ବୁଝିପାରୁ ନାହିଁ ସେ ରାତିର ଗହନତାରେ ବୁଲୁଥିଲା
Translation in other languages :
Meaning : ଯିଏ ଚଞ୍ଚଳ ନୁହେଁ
Example :
ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
Synonyms : ଅଚଞ୍ଚଳ, ଥଣ୍ଡା ମିଜାଜ୍, ଶାନ୍ତ, ସୌମ୍ୟ, ସ୍ଥିର
Translation in other languages :
Meaning : ଚିନ୍ତା କରିବା ଯୋଗ୍ୟ
Example :
ତାର ଅବସ୍ଥା ଚିନ୍ତାଜନକ
Synonyms : ଚିନ୍ତନୀୟ, ଚିନ୍ତାଜନକ
Translation in other languages :
Causing distress or worry or anxiety.
Distressing (or disturbing) news.Meaning : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
Example :
ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
Synonyms : କଠିନ, କୂଟ, କୂଟତାପୂର୍ଣ୍ଣ, ଗୁଢ଼, ଜଟିଳ, ତେଢ଼ା
Translation in other languages :
Difficult to analyze or understand.
A complicated problem.