Meaning : ଜନନେନ୍ଦ୍ରିୟର ଏକ ରୋଗ ଯେଉଁଥିରେ ତା ଭିତରେ ଘା’ ହୋଇଯାଏ
Example :
ଗନେରିଆ ପୀଡ଼ିତ ରୋଗୀକୁ ଡାକ୍ତର କେତେକ ଜରୁରୀ ପରାମର୍ଶ ଦେଲେ
Synonyms : ଗନୋରିୟା
Translation in other languages :
A common venereal disease caused by the bacterium Neisseria gonorrhoeae. Symptoms are painful urination and pain around the urethra.
clap, gonorrhea, gonorrhoea