Meaning : କୁକୁର ଜାତୀୟ ଏକ ପ୍ରସିଦ୍ଧ ଜଙ୍ଗଲୀ ହିଂସ୍ର ଜନ୍ତୁ ଯାହା ଛୋଟ ଜନ୍ତୁମାନଙ୍କୁ ଉଠାଇ ନିଏ
Example :
ମେଷପାଳକ ଗଧିଆକୁ ଦେଖି ଡରିଗଲା
Translation in other languages :
Any of various predatory carnivorous canine mammals of North America and Eurasia that usually hunt in packs.
wolfMeaning : ଗଧିଆ ଜାତୀୟ ଏକ ପ୍ରକାର କୁକୁର ସଦୃଶ ଜଙ୍ଗଲୀ ପଶୁ ଯାହା ବିଶେଷତଃ ଆଫ୍ରିକା ଏବଂ ଦକ୍ଷିଣ ଏସିଆରେ ଦେଖାଯାନ୍ତି
Example :
ଶିକାରୀର ଗୋଟିଏ ତୀରରେ ଗଧିଆଟିର ଜୀବନ ଲୀଳା ଶେଷ ହେଲା
Translation in other languages :