Meaning : ଅଣ୍ଡିରା ଗଧ
Example :
ଧୋବା ଦୁଇଟି ଗଧୀ ଓ ଗୋଟିଏ ଗଧ ପାଳିଛି
Synonyms : ଗର୍ଧବ
Translation in other languages :
Domestic beast of burden descended from the African wild ass. Patient but stubborn.
domestic ass, donkey, equus asinusMeaning : ଘୋଡ଼ାଭଳି ବା ତାଠାରୁ ଛୋଟ ଗୋଟିଏ ଚତୁସ୍ପଦପ୍ରାଣୀ
Example :
ଗଧ ଠିଆଠିଆ ଶୁଏ
Translation in other languages :
Hardy and sure-footed animal smaller and with longer ears than the horse.
assMeaning : ସେହି ବ୍ୟକ୍ତି ଯାହାର ବୁଦ୍ଧି ନାହିଁ ବା କମ୍ ବୁଦ୍ଧି
Example :
ସମାଜରେ ମୂର୍ଖଙ୍କ ସଂଖ୍ୟା କମ୍ ନୁହେଁ
Synonyms : ଗୋବରଗଣେଶ, ମୂର୍ଖ, ମୂର୍ଖ ବ୍ୟକ୍ତି
Translation in other languages :
वह व्यक्ति जिसमें बुद्धि न हो या कम हो।
समाज में मूर्खों की कमी नहीं है।