Meaning : ହର୍ଷ, ପ୍ରେମଆଦିର ଉତ୍ତେଜନାରେ ପୂର୍ଣ୍ଣ
Example :
ଭିକାରୀ ଆଶାତୀତ ଧନ ପାଇକରି ଆନନ୍ଦିତ ହୋଇଗଲା
Synonyms : ଆନନ୍ଦିତ, ଉଲ୍ଲେସିତ, ପ୍ରଫୁଲ୍ଲିତ
Translation in other languages :
Meaning : ହର୍ଷ, ପ୍ରେମଆଦି ଆବେଗଦ୍ୱାରା ରୁନ୍ଧା ହୋଇଥିବା, ଅସ୍ପଷ୍ଟ ଓ ଅସମ୍ବନ୍ଧ (ସ୍ୱର)
Example :
ମାଆ ଗଦଗଦ ସ୍ୱରରେ ପୁତ୍ରମାନଙ୍କୁ ଆଶୀର୍ବାଦ ଦେଲେ
Translation in other languages :
Without or deprived of the use of speech or words.
Inarticulate beasts.