Meaning : ବୃକ୍ଷର ଯେଉଁ ତଳ ଅଂଶରେ ଡାଳ ନଥାଏ
Example :
ଏହି ଗଛର ଗଣ୍ଡି ବହୁତ ସରୁ
Synonyms : କାଣ୍ଡ
Translation in other languages :
Meaning : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
Example :
କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
Synonyms : ଅବଧି, ଚୌହଦି, ଧାର, ପରିସୀମା, ସୀମା
Translation in other languages :
The point or degree to which something extends.
The extent of the damage.Meaning : ପଥର, କାଠଆଦିର ସମତଳ ଖଣ୍ଡ ଯାହା ଉପରେଧୋବା ଲୁଗା ସଫା କରେ
Example :
ଧୋବାତୁଠରେ ଲୁଗା ସଫା କରିବା ପାଇଁ ସ୍ଥାନେସ୍ଥାନେ ଗଣ୍ଡି ରଖା ହୋଇଥିଲା
Synonyms : ପାଟ
Translation in other languages :
Meaning : ବେକରୁ ଅଣ୍ଟା ପର୍ଯ୍ୟନ୍ତ ଶରୀରର ଭାଗ
Example :
ଖଣ୍ଡାର ଗୋଟିଏ ଚୋଟରେ ତା’ ମୁଣ୍ଡ ଗଣ୍ଡିରୁ ଅଲଗା ହୋଇଗଲା
Translation in other languages :
Meaning : ଯେଉଁ ଶରୀରରୁ ମୁଣ୍ଡ କଟାଯାଇଛି
Example :
ଯୁଦ୍ଧଭୂଇଁର ସ୍ଥାନେସ୍ଥାନେ ଶରୀରର ଗଣ୍ଡି ପଡ଼ିଥିଲା
Synonyms : ମୁଣ୍ଡହୀନ ଶରୀର
Translation in other languages :
Not having a head or formed without a head.
The headless horseman.