Subscribe
URL of the page has been copied to clipboard.
Meaning : ରସିଆଦିଦ୍ୱାରା ଗୋଡ଼ ଇତ୍ୟାଦି ବାନ୍ଧିବା ବା ଗଣ୍ଠି ପକାଇବା
Example : ସେ ରୋଗଣା ମଇଁଷିକୁ ଇଞ୍ଜେକସନ ଦେବା ପୂର୍ବରୁ ତା ଆଗଗୋଡ଼କୁ ରସିରେ ବାନ୍ଧିଦେଲା
Synonyms : ଛନ୍ଦିବା, ବାନ୍ଧିବା
Translation in other languages :हिन्दी English
रस्सी आदि से पैर आदि बाँधना या जकड़ना।
Fasten or secure with a rope, string, or cord.
Install App