Meaning : ଶରୀର ଭିତରେ ସନ୍ଧିସ୍ଥାନରେ ଥିବା ରସ
Example :
ତାଙ୍କର କେତେକ ଗଣ୍ଠିରୁ ରସ ଶୁଖିଗଲାଣି
Synonyms : ଖଞ୍ଜା
Translation in other languages :
Meaning : ଆଙ୍ଗୁଠିର ଗଣ୍ଠି ବା ଖଞ୍ଜା ଯେଉଁଠାରୁ ତାହା ବୁଲାଇହୁଏ
Example :
ମୋ ଆଙ୍ଗୁଠି ଗଣ୍ଠି ଦରଜ ଅଛି
Meaning : କୌଣସି ଗଛ କାଣ୍ଡର ସେହି ଭାଗ ଯେଉଁଠାରୁ ପତ୍ର,ଶାଖା ବା ଆପେ ଆପେ ଗଛ ଜନ୍ମେ
Example :
ବାଉଁଶ, ଆଖୁଆଦିରେ କେତେକ ଗଣ୍ଠି ହୋଇଥାଏ
Translation in other languages :
Meaning : ଶରୀରରେ ଗଣ୍ଠି ରୂପରେ ଥିବା ଯେଉଁ ଅବୟବ ଶରୀରପାଇଁ ଦରକାରୀ ରସ ଉତ୍ପନ୍ନ କରେ
Example :
ଶରୀରରେ ବହୁ ପ୍ରକାରର ଗ୍ରନ୍ଥି ଅଛି
Synonyms : ଗ୍ରନ୍ଥି
Translation in other languages :
Any of various organs that synthesize substances needed by the body and release it through ducts or directly into the bloodstream.
gland, secreter, secretor, secretory organMeaning : ଶରୀର ଯେଉଁ ଗଣ୍ଠି ବା ଜୋଡ଼ରେ ଅଙ୍ଗ ବଙ୍କାହୁଏ ବା ମୋଡ଼େ
Example :
ମୋର ଆଙ୍ଗୁଳି ଗଣ୍ଠିରେ କଷ୍ଟ ହେଉଛି
Synonyms : ଅବୟବ ସନ୍ଧି, ଜୋଡ଼
Translation in other languages :
(anatomy) the point of connection between two bones or elements of a skeleton (especially if it allows motion).
articulatio, articulation, joint