Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଗଣତନ୍ତ୍ରୀ from ଓଡ଼ିଆ dictionary with examples, synonyms and antonyms.

ଗଣତନ୍ତ୍ରୀ   ବିଶେଷଣ

Meaning : ଯାହା ପ୍ରଜାତନ୍ତ୍ରର ସିଦ୍ଧାନ୍ତ ଅନୁସାରେ ହୋଇଥାଏ

Example : ପ୍ରଜାତନ୍ତ୍ରୀୟ ରାଜ୍ୟ ବ୍ୟବସ୍ଥାରେ ପ୍ରଜା ସନ୍ତୁଷ୍ଟ

Synonyms : ଗଣତାନ୍ତ୍ରିକ, ପ୍ରଜାତନ୍ତ୍ରୀ, ପ୍ରଜାତନ୍ତ୍ରୀୟ, ପ୍ରଜାତାନ୍ତ୍ରିକ, ଲୋକତନ୍ତ୍ରୀ, ଲୋକତନ୍ତ୍ରୀୟ, ଲୋକତାନ୍ତ୍ରିକ


Translation in other languages :

Characterized by or advocating or based upon the principles of democracy or social equality.

Democratic government.
A democratic country.
A democratic scorn for bloated dukes and lords.
democratic

Meaning : ପ୍ରଜାତନ୍ତ୍ରର ବା ପ୍ରଜାତନ୍ତ୍ର ସମ୍ବନ୍ଧୀୟ

Example : ଭାରତ ଏକ ପ୍ରଜାତାନ୍ତ୍ରିକ ଦେଶ

Synonyms : ଗଣତନ୍ତ୍ରୀୟ, ଗଣତାନ୍ତ୍ରିକ, ପ୍ରଜାତନ୍ତ୍ରୀୟ, ପ୍ରଜାତାନ୍ତ୍ରିକ, ଲୋକତନ୍ତ୍ରୀ, ଲୋକତନ୍ତ୍ରୀୟ, ଲୋକତାନ୍ତ୍ରିକ


Translation in other languages :

Representing or appealing to or adapted for the benefit of the people at large.

Democratic art forms.
A democratic or popular movement.
Popular thought.
Popular science.
Popular fiction.
democratic, popular