Meaning : ଗତି ହୀନ ଓ ପ୍ରାୟ ସ୍ୱୟଂ ନିଜ ଖାଦ୍ୟ ତିଆରି କରୁଥିବା ସଜୀବ
Example :
ଜଙ୍ଗଲରେ ପ୍ରକାର ପ୍ରକାରର ଗଛଲତା ଦେଖାଯାଏ
Translation in other languages :
Meaning : ବିଶେଷକରି ଏକ କ୍ଷେତ୍ର ବା ସମୟରେ ହେଉଥିବା ସମସ୍ତ ଗଛବୃଛ
Example :
ଚୀନ ଏବଂ ୟୁରୋପର ଗଛବୃଛରେ ଭିନ୍ନତା ଦେଖାଯାଏ
Translation in other languages :
All the plant life in a particular region or period.
Pleistocene vegetation.