Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଖ୍ୟାତି from ଓଡ଼ିଆ dictionary with examples, synonyms and antonyms.

ଖ୍ୟାତି   ବିଶେଷ୍ୟ

Meaning : ଖ୍ୟାତ ହେବାର ଅବସ୍ଥା ବା ଭାବ

Example : ସଚିନ ତେନ୍ଦୁଲକର କ୍ରିକେଟ୍‌ରୁ ଖ୍ୟାତି ଓ ପଇସା ଉଭୟ ରୋଜଗାର କରିଛନ୍ତି

Synonyms : ନାମ, ପ୍ରଖ୍ୟାତି, ପ୍ରତିଷ୍ଠା, ପ୍ରସିଦ୍ଧି, ଯଶ, ସୁଖ୍ୟାତି, ସୁନାମ, ସୁଯଶ


Translation in other languages :

The state or quality of being widely honored and acclaimed.

celebrity, fame, renown

Meaning : ଉତ୍ତମ ପ୍ରତିଷ୍ଠା ବା ଇଜ୍ଜତ

Example : ତାଙ୍କ ସମ୍ମାନରେ କୌଣସି ପ୍ରକାର ଆଞ୍ଚ ଆସିବା ଅନୁଚିତ

Synonyms : ମର୍ଯ୍ୟାଦା, ସମ୍ମାନ, ସୁନାମ


Translation in other languages :

अच्छी प्रतिष्ठा या इज्जत।

उनकी सुप्रतिष्ठा पर किसी तरह आँच नहीं आनी चाहिए।
सुपत, सुप्रतिष्ठा

Meaning : କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କମଧ୍ୟରୁ ଜଣେ

Example : ଭୃଗୁ ଋଷିଙ୍କ ସହିତ ଖ୍ୟାତିଙ୍କ ବିବାହ ହୋଇଥିଲା


Translation in other languages :

कर्दम ऋषि एवं देवहूति की नौ कन्याओं में से एक।

ख्याति का विवाह भृगु ऋषि के साथ हुआ था।
ख्याति

An imaginary being of myth or fable.

mythical being