Meaning : ଶୁଖିବା ବା ସଙ୍କୁଚିତ ହେବା ଫଳରେ ସ୍ଥାନେସ୍ଥାନେ ଫାଟିଯାଇଥିବା କୌଣସି ବସ୍ତୁର ପତଳା ପରସ୍ତ
Example :
ପାଣି ଅଭାବରୁ ବିଲରେ ଖୋଳପା ଉଠିଲାଣି
Translation in other languages :
Meaning : ଯେଉଁ ଉପର ପରସ୍ତର ତଳେ ବା ଭିତରେ କିଛି ଫଳ ବା ଜୀବ ରହିଥାଏ
Example :
ବାଦାମ ଉପରେ ବହୁତ ଟାଣ ଖୋଳପା ଥାଏ
Translation in other languages :
A hard outer covering as of some amoebas and sea urchins.
test