Meaning : ବାନ୍ଧିବା ବା ଯୋଡ଼ୁଥିବା ବସ୍ତୁକୁ ହଟାଇବା
Example :
ମୋ ଧୋତି ଖୋଲିଗଲାଆପଣଙ୍କ କମିଜର ବୋତାମ ଖୋଲିଗଲା
Synonyms : ଖୋଲିବା
Translation in other languages :
Meaning : ସିଲେଇ ବା ବୁଣାହୋଇଥିବା ଧାର ଖୋଲିଯିବା
Example :
ଏହି ତମ୍ବୁର ସିଲେଇ ଫିଟିଗଲାଣି
Synonyms : ଫିଟିଯିବା, ବାହାରିଯିବା
Translation in other languages :
Become or cause to become undone by separating the fibers or threads of.
Unravel the thread.