Meaning : ସମସ୍ତଙ୍କ ସାମନାରେ ବା ଖୋଲାଖୋଲିଭାବେ
Example :
ସମସ୍ତଙ୍କ ଆଗରେ ସେ ନିଜ କଥା କହିଦେଲା
Synonyms : ଉନ୍ମୁକ୍ତକରି, ଗୁପ୍ତନରଖି, ମୁକ୍ତଭାବରେ, ସମସ୍ତଙ୍କଆଗରେ
Translation in other languages :
सबके सामने या खुल कर।
खुलेआम उसने अपनी बात कह दी।Meaning : ଯାହା ଗୋପନୀୟ ନୁହେଁ
Example :
ଏହା ଖୋଲାଖୋଲି କଥା, ଏହି ବିଷୟ ଆପଣ ମଧ୍ୟ ଜାଣିପାରନ୍ତି
Synonyms : ଅଗୋପନୀୟ, ଅଲୁଚା, ଖୋଲାମେଲା, ପ୍ରକାଶ ଯୋଗ୍ୟ, ପ୍ରକାଶ୍ୟ
Translation in other languages :
Not concealed or hidden.
Her unconcealed hostility poisoned the atmosphere.