Meaning : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
Example :
ପିଲାମାନେ ପାଣିରେ ଖେଳୁଛନ୍ତି
Synonyms : ଆମୋଦପ୍ରମୋଦ, କେଳି, କୌତୁକ, କ୍ରୀଡା, ବିନୋଦ, ବିହାର
Translation in other languages :
Activities that are enjoyable or amusing.
I do it for the fun of it.Meaning : ମନୋରଞ୍ଜନ ନିମନ୍ତେ ବ୍ୟବହୃତ ବସ୍ତୁ,କାମ ଆଦି ଯେଉଁଥିରେ ଖେଳା ଯାଏ
Example :
ମୋ କଂପ୍ୟୁଟରରେ କେତେ ପ୍ରକାର ଖେଳ ଅପଲୋଡ ହୋଇଛି
Synonyms : ଗେମ୍
Translation in other languages :
An amusement or pastime.
They played word games.Meaning : ଖେଳର ପ୍ରଦର୍ଶନ
Example :
ସର୍କସ ବାହାରେଥିବା ସୂଚନା ଫଳକରେ ଲେଖାଯାଇଛି ଯେ ଖେଳର ସମୟ ବଦଳି ଯାଇଛି
Synonyms : ଖେଳ ପ୍ରଦର୍ଶନ
Translation in other languages :
खेल का प्रदर्शन।
सर्कस के बाहर सूचना पट्ट पर लिखा था कि खेल का समय बदल दिया गया है।A difficult or unusual or dangerous feat. Usually done to gain attention.
stuntMeaning : ଆମୋଦପ୍ରମୋଦ ବା ବ୍ୟାୟାମ ନିମନ୍ତେ ଡିଆଁଡ଼େଇଁ,ଦୌଡ଼ାଦୌଡ଼ି ବା ଅନ୍ୟ କୌଣସି ମନୋରଞ୍ଜକ କାର୍ଯ୍ୟ
Example :
ଖେଳରେ ହାରିବା ଜିତିବା ଲାଗିରହିଥାଏ
Translation in other languages :
An amusement or pastime.
They played word games.Meaning : ଏକ ସକ୍ରିୟ ମନୋରଞ୍ଜନ ଯେଉଁଥିରେ ଶାରୀରିକ ଶ୍ରମ ଏବଂ ପ୍ରତିସ୍ପର୍ଦ୍ଧାର ଆବଶ୍ୟକତା ଥାଏ
Example :
ସେ ଖୋ-ଖୋ, କବାଡୀ, ହକି ଆଦି ଖେଳରେ ଭାଗ ନିଏ
Synonyms : ଏଥ୍ଲେଟିକ୍ସ, ଖେଳକୁଦ
Translation in other languages :