Meaning : ଚିନ୍ତା ବା ଦୁଃଖ କଥା ଭୁଲି ମନକୁ ଅନ୍ୟ ଆଡ଼େ ଲଗେଇବା
Example :
ଧ୍ୟାନ କଲେ ମନ ଖୁସି ରହେ
Synonyms : ଆନନ୍ଦିତହେବା, ଆମୋଦିତ ହେବା, ପ୍ରଫୁଲ୍ଲିତ ହେବା
Translation in other languages :
Meaning : ପ୍ରସନ୍ନହେବା
Example :
ରାମ ଅଯୋଧ୍ୟାକୁ ଫେରିବାପରେ ନଗରବାସୀ ପ୍ରସନ୍ନହେଲେ
Synonyms : ତୃପ୍ତହେବା, ପରିତୁଷ୍ଟହେବା, ପରିତୃପ୍ତହେବା, ପରିତୋଷହେବା, ପ୍ରସନ୍ନହେବା, ପ୍ରୀତହେବା, ସନ୍ତୁଷ୍ଟହେବା, ସନ୍ତୋଷହେବା
Translation in other languages :