Meaning : ନୀଳର ଦ୍ୱିତୀୟ ଫସଲ ଯାହା ନୀଳ କଟା ଗଲାପରେ ସେହି ଗଛରୁ ଉତ୍ପନ୍ନ ହୁଏ
Example :
ଏଥର ଖୁଣ୍ଟାରୁ ମଧ୍ୟ ଭଲ ନୀଳ ଅମଳ ହୋଇଛି
Translation in other languages :
Meaning : ଗଛର କଟାହୋଇଥିବା ଯେଉଁ ଶୁଖିଲା କାଣ୍ଡର ମୂଳ ମାଟିରେ ଲାଗିଥାଏ
Example :
ମୋ ପାଦରେ ହରଡ଼ ଖୁଣ୍ଟା ପସିଗଲା
Translation in other languages :
Meaning : ପଶୁ, ତମ୍ବୁଆଦିକୁ ରସିରେ ବାନ୍ଧିବାପାଇଁ ବ୍ୟବହୃତ ବଡ କାଠଆଦି
Example :
ମଇଁଷି ଖୁଣ୍ଟା ଭାଙ୍ଗି ପଳେଇଲା
Translation in other languages :
A long (usually round) rod of wood or metal or plastic.
poleMeaning : ଖିଅର ହେଲାପରେ ରହିଯାଉଥିବା କେଶର ତୀକ୍ଷ୍ଣ ଅଙ୍କୁର
Example :
ଦାଢି ଖିଅର ହେବାର ଦିନକ ପରେ ରୁଢ ବାହାରିବା ଆରମ୍ଭ ହୋଇଯାଏ
Synonyms : ରୁଢ
Translation in other languages :
मूड़ने के पश्चात बचे बालों के कड़े अंकुर।
दाढ़ी बनाने के एक दिन बाद खूँटी दिखना शुरु हो जाती है।Short stiff hairs growing on a man's face when he has not shaved for a few days.
stubble