Meaning : ଶରୀରରେ ଫୋଡ଼ିଯାଇଥିବା କଣ୍ଟାର ଯେଉଁ ଅଂଶ ଭାଙ୍ଗି ଶରୀର ଭିତରେ ହିଁ ରହିଯାଇଥାଏ
Example :
ଶ୍ୟାମା ଛୁଞ୍ଚି ସାହାଯ୍ୟରେ ଖୁଞ୍ଚା ବାହାର କରିବାକୁ ଉଦ୍ୟମ କରୁଛି
Synonyms : ଖେଞ୍ଚ
Translation in other languages :
शरीर में चुभे हुए काँटे का वह भाग जो टूटकर शरीर के भीतर ही रह गया हो।
श्यामा सूई की सहायता से नटसाल को निकालने की कोशिश कर रही है।Meaning : ଛୋଟ ହୋଇଥିବା କାରଣରୁ ଶରୀରରେ ଫୋଡ଼ି ଯାଇଥିବା କଣ୍ଟାର ଯେଉଁ ଅଂଶ ବାହାର କରି ହୁଏ ନାହିଁ
Example :
କାଠ ଚିରୁଥିବା ସମୟରେ ମୋ ହାତରେ ଗୋଟିଏ ଖୁଞ୍ଚା ପଶି ଗଲା
Translation in other languages :
शरीर में चुभी हुई वह फाँस जो बहुत छोटी होने के कारण नहीं निकाली जा सकती।
लकड़ी चीरते समय मेरे हाथ में एक नटसाल चुभ गई।