Meaning : ଟଙ୍କା ରଖିବାପାଇଁ କମରରେ ବନ୍ଧା ଯାଉଥିବା ଗୋଟିଏ ଲମ୍ବା ଥଳି
Example :
ସେଠ୍ ରାମାନନ୍ଦ ଯେବେବି ବେପାର ସଂକ୍ରାନ୍ତରେ ବାହାରକୁ ଯାଆନ୍ତି, ଗାଞ୍ଜିଆରେ ପଇସା ନେଇ ଯାଆନ୍ତି
Synonyms : ଗାଞ୍ଜିଆ
Translation in other languages :
Meaning : ଗୋଟିଏ ପ୍ରକାର ଛୋଟ ଥଳି
Example :
ମୋର ଟଙ୍କାଥଳି ଚୋରି ହୋଇଯାଇଛି
Synonyms : ଗାଞ୍ଜିଆ, ଝୁଲି, ଟଙ୍କାଥଳି, ଥଳି, ଥଳିଆ, ମନିପର୍ସ୍, ମୁଣା
Translation in other languages :
A container used for carrying money and small personal items or accessories (especially by women).
She reached into her bag and found a comb.