Subscribe
URL of the page has been copied to clipboard.
Meaning : ଦବେଇବା କାରଣରୁ ଶୀଘ୍ର ଭାଙ୍ଗି ଯାଉଥିବା
Example : ଖାସ୍ତା ଟୋଷ୍ଟ ଉପରେ ଲହୁଣି ଲଗେଇକି ଖାଇବାର ମଜା ହିଁ ଆଉ କିଛି ଅଲଗା
Synonyms : ଖରଖର, ମସକା
Translation in other languages :हिन्दी English
दबाने से जल्दी टूट जाने वाला (खाद्य पदार्थ)।
Tender and brittle.
Install App