Meaning : ଯେଉଁ ପଦରେ କେହି ନିଯୁକ୍ତ ହୋଇ ନାହାନ୍ତି
Example :
ନିମ୍ନଲିଖିତ ଖାଲିସ୍ଥାନ ପାଇଁ ଆବେଦନପତ୍ର ଦାଖଲ କର
Synonyms : ଭେକେନ୍ସୀ, ଭ୍ୟାକେନ୍ସୀ, ଶୂନ୍ୟ ପଦବୀ
Translation in other languages :
Being unoccupied.
vacancyMeaning : ଯେଉଁଠି କିଛି ଲେଖା ହୋଇ ନ ଥାଏ
Example :
ଖାଲିସ୍ଥାନରେ ଉପଯୁକ୍ତ ଶବ୍ଦ ପୂରଣ କର
Synonyms : ଖାଲିଜାଗା, ରିକ୍ତସ୍ଥାନ, ଶୂନ୍ୟସ୍ଥାନ
Translation in other languages :
जिसमें कुछ लिखा हुआ न हो।
खाली स्थान में उपयुक्त शब्द भरें।