Meaning : ଅପରାଧୀ, ଶତ୍ରୁଆଦିଙ୍କୁ ଧରିବା କ୍ରିୟା
Example :
ପୋଲିସ ସମ୍ବେଦନଶୀଳ କ୍ଷେତ୍ରରେ ଅପରାଧୀମାନଙ୍କ ଧର ପଗଡ଼ ଆରମ୍ଭ କଲେ
Translation in other languages :
The act of apprehending (especially apprehending a criminal).
The policeman on the beat got credit for the collar.