Subscribe
URL of the page has been copied to clipboard.
Meaning : ଏଭଳି କଥା କିମ୍ବା କାର୍ଯ୍ୟ ଯାହା ଅନ୍ୟମାନଙ୍କପାଇଁ କହିବା ଓ କରିବାଦ୍ୱାରା ତାକୁ ପ୍ରସନ୍ନତା ମିଳେ କିମ୍ବା ସମ୍ନାନିତ ହେବାର ଅବସ୍ଥା
Example : ମା’-ବାପାଙ୍କୁ ସମ୍ମାନ କରିବା ଉଚିତ
Synonyms : ଆଦର, ମର୍ଯ୍ୟାଦା, ମାନ୍ୟ, ସମାଦାର, ସମ୍ମାନ
Translation in other languages :हिन्दी English
किसी व्यक्ति की प्रतिष्ठा या सम्मान का वह पूज्य भाव जो दूसरों के मन में रहता है।
An attitude of admiration or esteem.
Install App