Meaning : ଖାଇବା ପିଇବା ଜିନିଷ ବା କୌଣସି ଅନ୍ୟ ବସ୍ତୁକୁ ଉପଯୋଗୀ କରିବା କ୍ରିୟା
Example :
ଅଧିକ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିକୁ ନିୟମିତ ଭାବରେ ଔଷଧ ସେବନ କରିବା ଉଚିତ
Synonyms : ଉପଭୋଗ, ଗ୍ରହଣ କରିବା, ଭୋଜନ, ସେବନ
Translation in other languages :
The act of using.
He warned against the use of narcotic drugs.Meaning : ଚିନ୍ତା, ରୋଗ ଆଦି କାରଣରୁ ଶରୀର ଉପରେ କୁପ୍ରଭାବ ପଡ଼ିବା ବା କାହାର ମୃତ୍ୟୁ ହେବା
Example :
ବୋହୂର ମୃତ୍ୟୁ ପରେ ହିଁ ମାଆକୁ ଚିନ୍ତା ଖାଇଗଲା
Translation in other languages :
चिंता,बीमारी आदि से शरीर पर कुप्रभाव पड़ना या किसी की मृत्यु होना।
बहू की मृत्यु के बाद ही माँ को चिंता खा गई।Meaning : ଶୀଘ୍ର ଶୀଘ୍ର ବା ହିଂସ୍ର ଭାବରେ ଖାଇବା
Example :
ବାଘ ଠେକୁଆକୁ ଭକ୍ଷଣକଲା
Synonyms : ଭକ୍ଷଣ କରିବା
Translation in other languages :
Meaning : କୌଣସି ବସ୍ତୁକୁ ଆବଶ୍ୟକତାରୁ ଅଧିକ ଉପଯୋଗ କରିବା ବା ନଷ୍ଟ କରିବା
Example :
ଏହି ଗାଡ଼ି ବହୁତ ପେଟ୍ରୋଲ ପିଉଛି
Synonyms : ପିଇବା
Translation in other languages :
Meaning : ଘରେ କେହି ନୂଆ ବ୍ୟକ୍ତିଙ୍କ ଆଗମନ ହେଉଁହେଉଁ ସେହି ଘରର କୌଣସି ସଦସ୍ୟଙ୍କ ମୃତ୍ୟୁ ହେବା
Example :
ଜନ୍ମ ହେବାମାତ୍ରେ ହିଁ ସେ ତା ମାଆକୁ ଖାଇଗଲା
Translation in other languages :
घर में किसी नए व्यक्ति के आगमन होते ही उसी घर के किसी सदस्य का निधन हो जाना।
पैदा होते ही वह अपनी माँ को खा गई।Meaning : ପରଶା ଯାଇଥିବା ଖାଦ୍ୟ ଖାଇବା
Example :
ପ୍ରବଚନ ସରିବା ପରେ ଭକ୍ତମାନେ ଧାଡ଼ିରେ ବସି ଭୋଜନ କରୁଥିଲେ
Synonyms : ଭୋଜନ କରିବା
Translation in other languages :
Eat a meal. Take a meal.
We did not eat until 10 P.M. because there were so many phone calls.Meaning : (ବ୍ୟକ୍ତିର ଗୁଣ ଆଦି) ନଷ୍ଟ କରିବା
Example :
ଗର୍ବ ମଣିଷକୁ ଖାଇଯାଏ
Synonyms : ନଷ୍ଟ କରିବା, ବରବାଦ କରିବା
Translation in other languages :
Meaning : ଆହାରଆଦିକୁ ମୁଁହଦ୍ୱାରା ପେଟ ଭିତରକୁ ନେଇଯିବା
Example :
ବାଘ ମାଂସ ଖାଉଛି
Synonyms : ଆହାର କରିବା
Translation in other languages :