Subscribe
URL of the page has been copied to clipboard.
Meaning : ପଠାଣମାନଙ୍କ ଏକ ଉପାଧି
Example : ଆଜି ମୁଁ ଖାଁ ସାହବଙ୍କ ସହିତ ସାକ୍ଷାତ କରିବାକୁ ଯାଇଥିଲି
Synonyms : ଖାନ୍
Translation in other languages :हिन्दी
पठानों की एक उपाधि।
Meaning : ପ୍ରଭାବଶାଳୀ ମୁସଲମାନ ବିଶେଷକରି ଏସୀୟ ପଠାଣ ଶାସକମାନଙ୍କର ଏକ ଉପାଧି
Example : ବାଦଶାହ ଖାଁକୁ ଏକ ଜାଗିର ଦେଲେ
Synonyms : ଖାନ୍
Translation in other languages :हिन्दी English
प्रभावशाली मुसलमानों विशेषकर एशियाई पठान शासकों की एक उपाधि।
A title given to rulers or other important people in Asian countries.
Install App