Subscribe
URL of the page has been copied to clipboard.
Meaning : ଶିରା ଟାଣିହେବା କାରଣରୁ ଯେଉଁ ବଳଦ ଛୋଟା ହୋଇଯାଇଛି
Example : କୃଷକ ଖଲିଆ ବଳଦକୁ ଶଗଡ଼ରେ ଯୋଚୁଛି
Synonyms : ଖଲିଆ ବଳଦ
Translation in other languages :हिन्दी English
वह बैल जो नसों के सिकुड़ जाने के कारण लंगड़ा हो गया हो।
An adult castrated bull of the genus Bos. Especially Bos taurus.
Meaning : ଯେଉଁ ବଳଦର ପଛଗୋଡ଼ ଚାଲିଲାବେଳେ ବଙ୍କେଇଯାଏ
Example : ଚାଷୀ ଖଲିଆ ଓ କଷରା ବଳଦଙ୍କୁ ହଳରେ ଯୋଚୁଛି
वह बैल जिसका पिछला पैर चलने में लचकता हो।
Meaning : ଚାଲିଲା ବେଳେ ଯାହାର ପାଦ ବଙ୍କା ହୁଏ
Example : କୃଷକ ଛୋଟା ବଳଦକୁ ପୁଣି ପାଣି ଦେଉଛି
Synonyms : ଛୋଟା
जिसका पैर चलने में लचकता हो।
Disabled in the feet or legs.
Install App