Meaning : କାମରେ ଆସିବା ବା ଲାଗିବା
Example :
ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
Synonyms : ଦରକାର ହେବା, ବ୍ୟବହାର ହେବା, ଲାଗିବା
Translation in other languages :
Meaning : କୌଣସି କାମ ପୂରା କରିବା ନିମନ୍ତେ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଦିଆଯାଉଥିବା ଧନ
Example :
ଆଜି ମଜୁରୀରେ ଶହେ ଟଙ୍କା ଖର୍ଚ୍ଚହେଲା
Synonyms : ଖର୍ଚ୍ଚହୋଇଯିବା, ବ୍ୟୟହେବା
Translation in other languages :