Meaning : ଯେଉଁ ବହୁତ ବଡ଼ ଚୁଲି ଉପରେ ଆଖୁ ରସକୁ ରାନ୍ଧି ଗୁଡ଼ ପ୍ରସ୍ତୁତ କରାଯାଏ
Example :
ରାମଧାରୀ ଖନ୍ଦାଉପରେ ବସିଥିବା କଡ଼େଇରେ ଆଖୁ ରସ ଢାଳୁଛି
Synonyms : ବଡ଼ଚୁଲି
Translation in other languages :
Meaning : ଲୁହା, ମାଟିଆଦିରେ ନିର୍ମିତ ଏକମୁହାଁ ପାତ୍ର ଯେଉଁଥିରେ ବିଶେଷକରି କୋଇଲା ଜଳାଯାଏ
Example :
ସେ ଚୁଲିରେ ଚା’ ବସେଇଛି
Synonyms : ଚୁଲା, ଚୁଲି, ରନ୍ଧନଗର୍ତ୍ତ
Translation in other languages :