Meaning : କୌଣସି ଭଙ୍ଗାରୁଜା ଅଥବା ଭୁଷୁଡ଼ି ପଡ଼ିଥିବା ଘରର ଅଂଶ
Example :
ଏହା କୌଣସି ମୋଗଲକାଳୀନ ଦୁର୍ଗର ଭଗ୍ନାବଶେଷ
Synonyms : ଧ୍ୱଂସାବଶେଷ, ଭଗ୍ନାବଶେଷ
Translation in other languages :
Meaning : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ
Example :
ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ
Synonyms : ଅଂଶ, ଖଣ୍ଡ, ଚରଣ, ପାଦ, ବିଭାଗ, ଭାଗ
Translation in other languages :
Something determined in relation to something that includes it.
He wanted to feel a part of something bigger than himself.