Meaning : ଗୋଟିଏ ପ୍ରକାରର ଛୋଟ ତରବାରୀ
Example :
ସେ ଚୋର ଉପରେ ଖଣ୍ଡାରେ ଆଘାତ କଲା
Synonyms : ଖଂଡା
Translation in other languages :
Meaning : ଏକ ପ୍ରକାରର ତରବାରୀ
Example :
ମୋହନ ସହିତ ସୋହନ ଖଣ୍ଡାରେ ଯୁଦ୍ଧ କଲା
Translation in other languages :
A sword with a broad blade and (usually) two cutting edges. Used to cut rather than stab.
broadswordMeaning : ଏକ ଧାରଯୁକ୍ତ ହତିଆର
Example :
ରାଣୀ ଲକ୍ଷ୍ମୀବାଈ ଖଣ୍ଡା ଚଳାଇବାରେ ନିପୁଣ ଥିଲେ
Translation in other languages :