Meaning : ଯାହାକୁ କଟାଯାଇପାରେ ବା ଯାହାର ଖଣ୍ଡନ ହୋଇପାରିବ
Example :
ଆପଣଙ୍କ କଥା ଖଣ୍ଡନୀୟ
Synonyms : କାଟ୍ୟ
Translation in other languages :
Meaning : ଯାହାକୁ ଖଣ୍ଡ ବା ଟୁକୁରା କରାଯାଇପାରିବ
Example :
ଖାଲି ଆଖିରେ ଦେଖାଯାଉଥିବା ସବୁ ଜିନିଷ ଖଣ୍ଡନୀୟ
Translation in other languages :
Capable of being broken or damaged.
Earthenware pottery is breakable.