Meaning : ଅନ୍ୟକୁ ସାବଧାନ କରିବାପାଇଁ ଗଳାରୁ ଖଙ୍କାରଖାଁ ଶବ୍ଦ କରିବା
Example :
ଅଧ୍ୟାପକଙ୍କୁ ଦେଖିବାମାତ୍ରେ ସେ ଖଙ୍କାର ମାରିଲା
Synonyms : ଖଙ୍କାର ମାରିବା
Translation in other languages :
Meaning : ଗଳାରେ ଜୋର ଦେଇକି କଫ ବାହାର କରିବା
Example :
ସେ କାଶିବା ସମୟରେ ବହୁତ ଖଙ୍କାରନ୍ତି
Translation in other languages :
Discharge (phlegm or sputum) from the lungs and out of the mouth.
cough out, cough up, expectorate, spit out, spit up