Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଖଗ from ଓଡ଼ିଆ dictionary with examples, synonyms and antonyms.

ଖଗ   ବିଶେଷ୍ୟ

Meaning : ପକ୍ଷ ଓ ଚଞ୍ଚୁ ଥିବା ଦୁଇପଦ ବିଶିଷ୍ଟ ପକ୍ଷୀ ଯାହାର ଉତ୍ପତ୍ତି ଅଣ୍ଡାରୁ ହୋଇଥାଏ ଓ ଯିଏ ଗରମରକ୍ତ ବିଶିଷ୍ଟ

Example : ହ୍ରଦ କୂଳରେ ରଙ୍ଗ ବେରଙ୍ଗର ପକ୍ଷୀ ବସିଛନ୍ତି

Synonyms : ଆକାଶଚାରୀ, ଚଢ଼େଇ, ନଭଚର, ପକ୍ଷୀ, ବିହଗ, ବିହଙ୍ଗ, ବିହଙ୍ଗମ


Translation in other languages :

Warm-blooded egg-laying vertebrates characterized by feathers and forelimbs modified as wings.

bird