Meaning : ଉପକରଣଆଦିର ସେହି ଅଂଶ ଯେଉଁଥିରେ ତାକୁ ଧରାଯାଏ
Example :
ବାସନର ବେଣ୍ଟ ଭାଙ୍ଗିଗଲେ ତାକୁ ଧରିବାକୁ କଷ୍ଟ ହୋଇଥାଏ
Synonyms : ବେଣ୍ଟ
Translation in other languages :
Meaning : ଆଞ୍ଚ ଉପରେ ବସାଯାଉଥିବା ଧାତୁ ଆଦିର ବଡ଼ ଗୋଲ ପାତ୍ର
Example :
କୃଷକମାନେ ଗୁଡ଼ ତିଆରିପାଇଁ ଆଖୁରସକୁ କଡ଼ାରେ ପକଉଛନ୍ତି
Synonyms : ବଡ଼କରେଇ
Translation in other languages :
Meaning : ଯାହା ଚିକଣିଆ ନାହିଁ
Example :
ଭଜା କମ ହେବା କାରଣରୁ ତରକାରି କଡ଼ା ହୋଇଗଲା
Translation in other languages :
Meaning : ଯାହାର ପ୍ରକୃତି କୋମଳ ନୁହେଁ
Example :
ଆମ ବାପା ବହୁତ କଡ଼ା ପ୍ରକୃତିର
Translation in other languages :