Meaning : କୌଣସି ବିଶେଷ ସ୍ଥିତିରେ ଡାହାଣ ବା ବାଁରେ ଥିବା ପରିସର
Example :
ଶ୍ୟାମ ମୋ କଡ଼ରେ ବସିଗଲା
Translation in other languages :
A place within a region identified relative to a center or reference location.
They always sat on the right side of the church.Meaning : କାଖ ଓ ଅଣ୍ଟା ମଧ୍ୟ ଭାଗର ଯେଉଁ ସ୍ଥାନରେ ପଞ୍ଜରା ହାଡ଼ ଥାଏ
Example :
ସୀମା ତାର ସ୍ୱାମୀଙ୍କ ପାଖକୁ ଲାଗି ବସିଲା
Translation in other languages :
The side between ribs and hipbone.
flankMeaning : କୌଣସି ବସ୍ତୁର ସେହି ଭାଗ ଯେଉଁଠାରେ ତାହାର ଲମ୍ବ ବା ଓସାର ସମାପ୍ତ ହୋଇଥାଏ
Example :
ଏ ଥାଳିର ଫନ୍ଦ ବହୁତ ପତଳା
Translation in other languages :
Meaning : ହାତ ବା କରପାଖଦେଇ ଶୋଇରହିବାର ସ୍ଥିତି ବା ମୁଦ୍ରା
Example :
ସେ ରାତି ତମାମ କଡ଼ ବଦଳାଉଥିଲା
Translation in other languages :