Subscribe
URL of the page has been copied to clipboard.
Meaning : ବହୁତ ଦୁର୍ବଳ ବା ପତଳା ଓ କମଜୋର
Example : ସେ କ୍ଷୀଣ ତଟୁ ଘୋଡ଼ା ଉପରେ ଚଢ଼ିଛି
Synonyms : ଦୁର୍ବଳ୍
Translation in other languages :हिन्दी
बहुत दुर्बल या दुबला और कमज़ोर।
Meaning : କ୍ଷୀଣକାୟ ଶରୀର
Example : ରୋଗରେ ପଡ଼ି ସେ ବହୁତ ଦୁର୍ବଳ ହୋଇଯାଇଛି
Synonyms : ଦୁର୍ବଳ, ପତଳା
Translation in other languages :हिन्दी English
शरीर से क्षीण।
Lacking excess flesh.
Meaning : ଯାହାର ଗୋଲେଇ ବା ବ୍ୟାସ କମ୍
Example : ଏହି ଲୁଗା ଅତି ପତଳା
Synonyms : ପତଳା, ଶୀର୍ଣ୍ଣ, ସୂକ୍ଷ୍ମ
जिसकी मोटाई या व्यास कम हो।
Thin in thickness or diameter.
Meaning : ଯାହା ସ୍ପଷ୍ଟ ଭାବରେ କୁହାଯାଇନାହିଁ
Example : ଯୁଝିଷ୍ଟିରଙ୍କ ଅସ୍ପଷ୍ଟ ବାକ୍ୟ ଗୁରୁ ଦ୍ରୋଣଙ୍କପାଇଁ ପ୍ରାଣ ଘାତକ ସିଦ୍ଧ ହେଲା
Synonyms : ଅବୁଝା, ଅସ୍ପଷ୍ଟ
जो स्पष्ट न कहा गया हो।
Install App