Subscribe
URL of the page has been copied to clipboard.
Meaning : ବୌଦ୍ଧଭିକ୍ଷୁଙ୍କ ଗୋଟିଏ ଭେଦ ବା ସଂପ୍ରଦାୟ
Example : ଏହି ଅଂଚଳରେ କ୍ଷପଣକଙ୍କ ପ୍ରଭାବ ରହିଛି
Synonyms : ଜୀବକ
Translation in other languages :हिन्दी
बौद्ध भिक्षुओं का एक भेद या संप्रदाय।
Meaning : ଲଙ୍ଗଳା ରହୁଥିବା ଜୈନସାଧୁ
Example : ଏହା କ୍ଷପଣକଙ୍କ ସଭା
Synonyms : ଜୀବକ, ଦିଗମ୍ବର
Install App