Meaning : କାହାର କ୍ଷତି ବଦଳରେ ଦିଆଯାଉଥିବା ଧନ
Example :
ରେଳ ଦୁର୍ଘଟନାରେ ମୃତ ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ଏ ପର୍ଯ୍ୟନ୍ତ କ୍ଷତିପୂରଣ ମିଳିନାହିଁ
Translation in other languages :
किसी का हर्ज या हानि होने पर उसके बदले में दिया जाने वाला धन।
रेल दुर्घटना में मृत लोगों के परिवार वालों को अभी तक हरजाना नहीं मिला है।Something (such as money) given or received as payment or reparation (as for a service or loss or injury).
compensationMeaning : କୌଣସି କାରଣରୁ ହୋଇଥିବା ଅଭାବକୁ ପୂରଣ କରିବାର ପ୍ରକ୍ରିୟା
Example :
ଏହି କ୍ଷତିର ଭରଣା ଆମେ କରିବୁ
Synonyms : ଭରଣା
Translation in other languages :