Meaning : ଧାତୁ ତିଆରି ପତଳା ଛଡ଼ ଯେଉଁଥିରେ ଉଲ ବସ୍ତ୍ର ଆଦି ବୁଣା ଯାଇଥାଏ
Example :
ରୀତା କ୍ରୁଶରେ ସ୍ୱେଟର ବୁଣୁଛି
Translation in other languages :
Needle consisting of a slender rod with pointed ends. Usually used in pairs.
knitting needle