Meaning : ବ୍ୟାକରଣର ଏଭଳି ଶବ୍ଦ ଯାହାଦ୍ୱାରା କୌଣସି କାର୍ଯ୍ୟହେବା ବା କରାଯିବା ବିଷୟ ସୂଚିତ ହୋଇଥାଏ
Example :
ଏହି ଅଧ୍ୟାୟରେ କ୍ରିୟା ଉପରେ ଆଲୋକପାତ କରାଯାଇଛି
Synonyms : କ୍ରିୟାପଦ
Translation in other languages :
व्याकरण में वह शब्द जिससे किसी व्यापार का होना या किया जाना सूचित होता है।
इस अध्याय में क्रिया के ऊपर प्रकाश डाला गया है।Meaning : କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କମଧ୍ୟରୁ ଜଣେ
Example :
କ୍ରିୟାଙ୍କ ବିବାହ କୃତୁ ଋଷିଙ୍କ ସହିତ ହୋଇଥିଲା
Translation in other languages :
An imaginary being of myth or fable.
mythical being