Meaning : ମନକୁ ଆମୋଦିତ କଲାଭଳି କଥା ବା କାମ
Example :
ମୋ ସହିତ ଥଟ୍ଟା ତାମସା କରନାହିଁ
Synonyms : ଥଟ୍ଟା, ଥଟ୍ଟା ତାମସା, ପରିହାସ, ମଜା, ହସ ପରିହାସ, ହସ ମଜା, ହାସ୍ୟ
Translation in other languages :
मन बहलाने वाली बात।
वह सबसे हँसी-मज़ाक़ करते रहता है।Meaning : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
Example :
ପିଲାମାନେ ପାଣିରେ ଖେଳୁଛନ୍ତି
Synonyms : ଆମୋଦପ୍ରମୋଦ, କେଳି, କ୍ରୀଡା, ଖେଳ, ବିନୋଦ, ବିହାର
Translation in other languages :
Activities that are enjoyable or amusing.
I do it for the fun of it.