Meaning : କୁଷ୍ଠ ରୋଗରେ ପୀଡ଼ିତ ଲୋକ
Example :
ଏହି ଡାକ୍ତରଖାନା କୁଷ୍ଠରୋଗୀଙ୍କ ପାଇଁ ତିଆରି କରାଯାଇଛି
Synonyms : କୁଷ୍ଠରୋଗୀ
Translation in other languages :
कुष्ठ रोग से पीड़ित व्यक्ति।
यह अस्पताल कोढ़ियों के लिए बनाया गया है।Meaning : ରକ୍ତ ଏବଂ ଚମର ଏକ ପ୍ରସିଦ୍ଧ ରୋଗ
Example :
କୁଷ୍ଠ ରୋଗ ଏବେ ଅସାଧ୍ୟ ନୁହେଁ
Synonyms : କୁଷ୍ଠ, କୁଷ୍ଠ ରୋଗ, ଖଣ୍ଡିଆ ବେମାରୀ, ବଡ଼ ରୋଗ
Translation in other languages :