Subscribe
URL of the page has been copied to clipboard.
Meaning : କୋଡ଼ିଏଟି ବସ୍ତୁ ଆଦିର ବର୍ଗ ବା ସମାହାର
Example : ମୋତେ ବର୍ତ୍ତମାନ ମୋଟାମୋଟି କୋଡ଼ିଏଟି କପଡ଼ା ଧୋଇବାକୁ ପଡ଼ିବ
Synonyms : ବିଂଶ
Translation in other languages :हिन्दी
बीस वस्तुओं आदि का वर्ग या समूह।
Meaning : ଦଶରେ ଦଶ ମିଶିଲେ ମିଳୁଥିବା ସଂଖ୍ୟା
Example : ଅଠରରେ ଦୁଇ ମିଶିଲେ କୋଡ଼ିଏ ହୁଏ
Synonyms : ୨୦
Translation in other languages :हिन्दी English
दस और दस के योग से प्राप्त संख्या।
The cardinal number that is the sum of nineteen and one.
Meaning : କୌଣସି ଇଂରେଜୀ ମାସର ବିଂଶତିତମ ଦିନରେ ପଡ଼ୁଥିବା ତାରିଖ
Example : ଏମାସ କୋଡ଼ିଏ ତାରିଖରେ ରମେଶର ଜନ୍ମଦିନ
Synonyms : କୋଡ଼ିଏ ତାରିଖ
Meaning : ଦଶ ଏବଂ ଦଶ
Example : ସୀତା ଏବେ କୋଡ଼ିଏ ବର୍ଷର ହୋଇଗଲା
दस और दस।
Denoting a quantity consisting of 20 items or units.
Meaning : ଗଣନାର କୋଡ଼ିଏ ଜାଗାରେ ଆସୁଥିବା ଶବ୍ଦ୍
Example : ଆଜିଠାରୁ ଠିକ୍ କୋଡ଼ିଏ ଦିନ ପରେ ଦୀପାବଳୀ
गणना में बीस के स्थान पर आने वाला।
Coming next after the nineteenth in position.
Install App