Meaning : ଯେଉଁ ରୋଗରେ ମଳଦ୍ୱାର ବନ୍ଦ ହେଲାଭଳି ହୋଇଯାଏ
Example :
ମଳବଦ୍ଧତାରେ ମଳ ଅଳ୍ପଅଳ୍ପ ଏବଂ ଅତି କଷ୍ଟରେ ବାହାରେ
Synonyms : ମଳବଦ୍ଧତା
Translation in other languages :
एक रोग जिसमें मलद्वार बंद-सा हो जाता है।
निरुद्धगुद में मल थोड़ा-थोड़ा और कष्ट से निकलता है।Meaning : ଯେଉଁ ରୋଗରେ ପେଟରେ ମଳ ଅଟକି ରହେ ବା ଶୀଘ୍ର ମଳତ୍ୟାଗ ହୁଏନାହିଁ
Example :
ସେ କୋଷ୍ଠକାଠିନ୍ୟ ରୋଗରେ ପୀଡ଼ିତ ତନ୍ତୁଯୁକ୍ତ ଖାଦ୍ୟ ଭୋଜନ କଲେ କବ୍ଜ ଦୂର ହୋଇଥାଏ
Synonyms : କବ୍ଜ, କୋଷ୍ଠବଦ୍ଧତା
Translation in other languages :
Irregular and infrequent or difficult evacuation of the bowels. Can be a symptom of intestinal obstruction or diverticulitis.
constipation, irregularity