Meaning : ଯେଉଁ ବ୍ୟକ୍ତି ଶବ୍ଦଗୁଡ଼ିକୁ ଅକାରାଦି କ୍ରମରେ ସଂଗ୍ରହ କରି ତାର ଅର୍ଥ ସ୍ପଷ୍ଟ କରନ୍ତି
Example :
ଗୋପାଳ ଚନ୍ଦ୍ର ପ୍ରହରାଜ ଜଣେ ପ୍ରସିଦ୍ଧ କୋଷକାର
Synonyms : ଆଭିଧାନିକ
Translation in other languages :
A compiler or writer of a dictionary. A student of the lexical component of language.
lexicographer, lexicologistMeaning : ଖଣ୍ଡାଖୋଳ ତିଆରି କରୁଥିବା ଲୋକ
Example :
କୋଷକାର ଅତି ସୁନ୍ଦର ତଥା କମକୁଟିଆ ଖଣ୍ଡାଖୋଳ ତିଆରି କରିଛି
Synonyms : ଖଣ୍ଡାଖୋଳ କାରିଗର
Translation in other languages :