Meaning : ସରଯୂ ନଦୀ କୂଳରେ ଅବସ୍ଥିତ
Example :
ପ୍ରାଚୀନ ଭାରତରେ ଷୋହଳ ମହାଜନପଦ ମଧ୍ୟରୁ କୋଶଳ ଅନ୍ୟତମ
Translation in other languages :
A region marked off for administrative or other purposes.
district, dominion, territorial dominion, territoryMeaning : ସଂଗୀତରେ ଏକ ପ୍ରକାର ରାଗ
Example :
ଗୁରୁଜୀ ବର୍ତ୍ତମାନ ଆମକୁ କୋଶଳ ରାଗ ଶିଖାଉଛନ୍ତି
Synonyms : କୋଶଳ ରାଗ
Translation in other languages :
Meaning : କୋଶଳ ଦେଶରେ ବସବାସ କରୁଥିବା କ୍ଷତ୍ରିୟଜାତି
Example :
କୋଶଳ ନିଜର ବୀରତ୍ବ ପାଇଁ ପରିଚିତ
Translation in other languages :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jati