Subscribe
URL of the page has been copied to clipboard.
Meaning : ପଶୁମାନଙ୍କୁ ଚଲେଇବା ବା ଘଉଡ଼େଇବା ପାଇଁ ବ୍ୟବହୃତ ହେଉଥିବା ସୂତା ବା ଚମଡ଼ାରେ ତିଆରି ଡ଼ୋରି
Example : ପଶୁମାନଙ୍କୁ ଆୟତ୍ତରେ ରଖିବାପାଇଁ ଚାବୁକ ବ୍ୟବହାର କରାଯାଏ
Synonyms : କୋଡ଼ା, ଚାବୁକ, ଛାଟ
Translation in other languages :हिन्दी English
बटे हुए सूत या चमड़े की डोर (जिससे जानवरों आदि को चलाने या भगाने के लिए मारते हैं)।
An instrument with a handle and a flexible lash that is used for whipping.
Install App