Meaning : କରଜଗ୍ରହୀତାଙ୍କ ଋଣ ବା ଅପରାଧୀଙ୍କ ଜରିମାନା ଆଦାୟ କରିବା ନିମନ୍ତେ ରାଜ୍ୟଦ୍ୱାରା ତାଙ୍କର ସମ୍ପତ୍ତି ଉପରେ ଅଧିକାର
Example :
ଋଣ ଫେରେଇ ନ ଥିବା କୃଷକଙ୍କ କୋରଖ କରାଯାଉଛି
Translation in other languages :
Placing private property in the custody of an officer of the law.
impounding, impoundment, internment, poundageMeaning : ଏକ ପ୍ରକାରର ଗନ୍ଧ ଦ୍ରବ୍ୟ
Example :
କୋରକର ମହକ ସାରା ବାତାବରଣରେ ଖେଳି ଯାଇଛି
Synonyms : ଚୋରକ, ପର୍ଣ୍ଣଚୋରକ
Translation in other languages :